Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଡୋମିନସ୍ ଇଣ୍ଡିଆ’ ଉପରେ ସାଇବର୍ ଆଟାକ୍, ବିପଦରେ ୧୦ ଲକ୍ଷ କ୍ରେଡିଟ୍ କାର୍ଡ ଡାଟା
  • ||
  • ପିପିଲି ଉପନିର୍ବାଚନ : ପ୍ରକାଶ ପାଇଲା ସାନି ବିଜ୍ଞପ୍ତି, ମେ ୧୩ରେ ମତଦାନ
  • ||
  • ମାଲକାନଗିରି : ରକ୍ତ ମୁଖା ଲାଲ୍‌ବାହିନୀ , ପୋଲିସ ଇନଫର୍ମର ସନ୍ଦେହରେ ୨ଛାତ୍ରଙ୍କୁ ଗଳାକାଟି ହତ୍ୟା
  • ||
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||
  • ଚଣ୍ଡିଖୋଲ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ, ନିକଟରେ ପଡିଛି ଏକ ସାଇକେଲ
  • ||

ତେଜସ୍ ଏକ୍ସପ୍ରେସରେ ରେଳ ହୋଷ୍ଟେସଙ୍କୁ ଦିଆଯାଉଛି ଅପମାନ : ଦୁର୍ବ୍ୟବହାର କରୁଛନ୍ତି ଯାତ୍ରୀ

21/10/2019 at 3:47 PM

ନୂଆଦିଲ୍ଲୀ ୨୧/୧୦: ଭାରତର ପ୍ରଥମ କର୍ପୋରେଟ୍ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ଚାଲୁ ହେଉ ହେଉ ଚର୍ଚ୍ଚାରେ ରହୁଅଛି। ଆଇଆରସିଟିସି ଜରିଆରେ ଚାଲୁଥିବା ଏହି ଟ୍ରେନରେ ମିଳୁଥିବା ବୁଡ଼ାଜାହାଜ ଭଳି ସୁବିଧା ସହ ଏହାର ଭଡ଼ା ମଧ୍ୟ ଲୋକଙ୍କ ଗହଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଟ୍ରେନରେ ଥିବା ହୋଷ୍ଟେସ୍ ମଧ୍ୟ ଯାତ୍ରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଚାଲୁଥିବା ଏହା ପ୍ରଥମ ପ୍ରାଇଭେଟ୍ ଟ୍ରେନ୍। ଏହି ଟ୍ରେନରେ ହୋଷ୍ଟେସ୍ ଭାବେ କାମ କରୁଥିବା ଯୁବତୀମାନେ ଏଠାରେ କାମ କରିବାକୁ ନେଇ ଖୁସି ନାହାନ୍ତି ଏବଂ ସେମାନେ ଯାତ୍ରୀଙ୍କ ବ୍ୟବହାରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।

ନିଶାଗ୍ରସ୍ତ ଯାତ୍ରୀମାନେ ହୋଷ୍ଟେସଙ୍କ ବିନା ଅନୁମତିରେ ତାଙ୍କ ସହିତ ଫଟୋ ଉଠାଇବାକୁ ଚାଲି ଆସୁଛନ୍ତି। ଫଳରେ ହୋଷ୍ଟେସମାନେ ନିଜକୁ ଅସହଜ ମନେ କରୁଛନ୍ତି। ଏହି ଟ୍ରେନର ଅଧିକାଂଶ ସଦସ୍ୟଙ୍କ ବୟସ ପ୍ରାୟ ୨୦ ଏବଂ ଏମାନେ ମଧ୍ୟବିତ୍ତ ପରିବାରର ଅନ୍ତର୍ଭୁକ୍ତ।

ତେଜସ୍ ଏକ୍ସପ୍ରେସର ପ୍ରତ୍ୟେକ ସିଟ୍ ଉପରେ ଏକ କଲ୍ ବଟନ ରହିଛି ଯାହାକୁ ପ୍ରେସ୍ କରି ହୋଷ୍ଟେସଙ୍କୁ ଡକାଯାଇ ପାରିବ। କିନ୍ତୁ ଅନେକ ଥର ଲୋକମାନେ ବିନା କାରଣରେ କଲ୍ ବଟନ୍ ପ୍ରେସ୍ କରି ଦେଉଛନ୍ତି।

   Related Posts