ଜି.ଉଦୟଗିରି୧୭/୭: ରାଇକିଆ ଥାନା ସିଲ୍। ଥାନାର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି। କର୍ମଚାରୀ ଜଣଙ୍କ ଗଞ୍ଜାମ ଜିଲ୍ଲାକୁ ଡ୍ୟୁଟି କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କର କରୋନା ପଜିଟିଭ୍ ବାହାରିଥିଲେ। ଥାନାର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ବାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। ଆଜିଠାରୁ ଫୁଲବାଣୀରୁ ଅସ୍ଥାୟୀ କର୍ମଚାରୀ ଆସି ଅଲଗା ସ୍ଥାନରେ ଥାନା ଚାଲିବା ନେଇ ସୂଚନା ଦିଆଯାଇଛି।
ଜାମୟାଙ୍ଗ ସେରିଂ ନାମଗ୍ୟାଲଙ୍କ କଟିଲା ଟିକଟ, ଲଦାଖରେ...