Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଖଇରା ଓ ନୀଳଗିରି ଅଞ୍ଚଳରେ ଅତର୍କିତ ଚଢ଼ାଉ : ୩ଟି ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ

8/03/2021 at 8:32 AM

ନୀଳଗିରି ୦୮।୦୩: ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢାଉ । ଜିଲ୍ଲାର ନୀଳଗିରି ଓ ଖଇରା ଧୋବାଗଡ଼ିଆ ଅଞ୍ଚଳରେ ନୀଳଗିରି ଏସଡିପିଓ ଚଢ଼ାଉ କରିଛନ୍ତି। ଏହି ଚଢାଉରେ ୩ ଗୋଟି ଚୋରା ପଥର ବୋଝେଇ ଡ଼ମ୍ଫର ଜବତ କରି ଖଇରା ଥାନାରେ ଜିମାଦେଇଛନ୍ତି ।

ଖବର ଅନୁଯାୟୀ, ଖଇରା ଅଞ୍ଚଳରେ ଚୋରା ପଥର କାରବାର ବୃଦ୍ଧି ପାଉଥିଲା । ଯାହାର ଅଭିଯୋଗ ଏସଡିପିଓ ରିତେଶ କୁମାର ମହାପାତ୍ରଙ୍କ ନିକଟକୁ ଆସିଥିଲା । ଏନେଇ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଅଞ୍ଚଳରେ ଯାନ ବାହାନ ଯାଞ୍ଚ କରିବା ସହ ଦୁଇଟି ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ କରିଥିଲେ। ଦୁଇଟି ଗାଡ଼ିରୁ ୩ ଜଣ ଡ୍ରାଇଭର ଓ ହେଲପର ଅଟକ ଥିବା ଜଣାପଡିଛି। ସେହିପରି ନୀଳଗିରି ଅଞ୍ଚଳରେ ମଧ୍ୟ ଆଉ ଏକ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ କରି ଡ୍ରାଇଭର ଅଟକ ରଖାଯାଇଛି। ଏଭଳି ଅଚାନକ ଚଢ଼ାଉ ପରେ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଥିବା ଜଣାପଡିଛି।

   Related Posts