Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ନକଲି ମୋବିଲ କାରଖାନାରେ ଚଢ଼ାଉ, ଦୀର୍ଘଦିନ ହେବ ଗ୍ରାହକଙ୍କୁ ଭୂଆଁ ବୁଲାଉଥିଲେ କମ୍ପାନୀ କର୍ତ୍ତୃପକ୍ଷ

9/01/2021 at 4:45 PM

ଚଣ୍ଡିଖୋଲ୯/୧: ମୋବିଲ କାରଖାନ ଉପରେ ଚଢ଼ାଉ। ବେଆଇନ ସସ୍ କାରଖାନା ଉପରେ ଚଢ଼ାଉ ପରେ ଏବେ ନକଲି ମୋବିଲ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ-ପ୍ରଶାସନ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରଠାରେ ଦୀର୍ଘଦିନ ଧରି ବେଆଇନ୍ ଭାବେ ଏହି ମୋବାଇଲ ଖାରଖାନା ଚାଲୁଥିଲା।

ଏହି ଘଟଣା ଲୋକ ଲୋଚନ ଆସିବା ପରେ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ସେଠାରେ କାର୍ଯ୍ୟ କରୁଥିବା ଲୋକ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି। ପୂର୍ବରୁ ମଧ୍ୟ ଏଠାରେ ବେଆଇନ ଭାବେ ନକଲି ମୋବିଲ କାରଖାନା ଉପରେ ପୋଲିସ ଚଢ଼ାଉ କରିଥିଲା। ବିଭିନ୍ନ କମ୍ପାନୀରୁ ବାହାରୁ ଥିବା ରିଜେକ୍ଟ ତେଲକୁ ଏଠାରେ ଅପମିଶ୍ରଣ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠା ଯାଉଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍ ଜାରି ରଖିଛି।

   Related Posts