ତେଲ ଗୋଦାମରେ ଜିଏସ୍‌ଟି ଚଢାଉ, ଚାଲିଛି ଗୋଦାମର ଷ୍ଟକ୍ କାଗଜପତ୍ର ଯାଞ୍ଚ

Published By : Prameya-News7 Bureau | January 13, 2021 IST

କଣ୍ଟାବାଞ୍ଜି ୧୩।୦୧: ତେଲ ଗୋଦାମରେ ଜିଏସ୍‌ଟି ଚଢାଉ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିରେ ଥିବା ଏକ ତେଲ ଗୋଦାମରେ ରାଜ୍ୟ ସରକାରୀଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ବଲାଙ୍ଗୀର ଶାଖା ପକ୍ଷରୁ ଚଢାଉ କରାଯାଇଛି ।

ଖବର ଅନୁଯାୟୀ,  ଆଜି ରାଜ୍ୟ ସରକାରଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର  ବଲାଙ୍ଗୀର ଶାଖା ପକ୍ଷରୁ କଣ୍ଟାବିଞ୍ଜିର ଏକ ତେଲ ଗୋଦାମରେ ଚଢାଉ କରାଯାଇଛି । ଏହି ଚଢାଉରେ ତେଲ ଗୋଦାମର ଷ୍ଟକ  କାଗଜପତ୍ର ଯାଞ୍ଚ କରାଯାଉଛି  ।  ଦୁଇ ଦିନ ତଳେ କଣ୍ଟାବାଞ୍ଜି ସହରରେ ଥିବା ବିଭିନ୍ନ ତେଲ ଗୋଦାମ ଏବଂ ମିକ୍ଚର ପ୍ୟାକ୍ଟ୍ରି ରେ  ଅପମିଶ୍ରିତ କାରବାର ଚାଲୁଥିବା  ସଂଦେହରେ ପୋଲିସ ସହଯୋଗରେ ଖାଉଟି ବିଭାଗ ଚଢ଼ାଉ କରିଥିଲା । ଏହାପରେ ସଂପୃକ୍ତ ଗୋଦାମକୁ  ସିଲ କରାଯାଇଥିଲା । ଆଉ ଏବେ ତେଲ ଗୋଦାମରେ ଚଢାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.