Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ତେଲ ଗୋଦାମରେ ଜିଏସ୍‌ଟି ଚଢାଉ, ଚାଲିଛି ଗୋଦାମର ଷ୍ଟକ୍ କାଗଜପତ୍ର ଯାଞ୍ଚ

13/01/2021 at 1:19 PM

କଣ୍ଟାବାଞ୍ଜି ୧୩।୦୧: ତେଲ ଗୋଦାମରେ ଜିଏସ୍‌ଟି ଚଢାଉ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିରେ ଥିବା ଏକ ତେଲ ଗୋଦାମରେ ରାଜ୍ୟ ସରକାରୀଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ବଲାଙ୍ଗୀର ଶାଖା ପକ୍ଷରୁ ଚଢାଉ କରାଯାଇଛି ।

ଖବର ଅନୁଯାୟୀ,  ଆଜି ରାଜ୍ୟ ସରକାରଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର  ବଲାଙ୍ଗୀର ଶାଖା ପକ୍ଷରୁ କଣ୍ଟାବିଞ୍ଜିର ଏକ ତେଲ ଗୋଦାମରେ ଚଢାଉ କରାଯାଇଛି । ଏହି ଚଢାଉରେ ତେଲ ଗୋଦାମର ଷ୍ଟକ  କାଗଜପତ୍ର ଯାଞ୍ଚ କରାଯାଉଛି  ।  ଦୁଇ ଦିନ ତଳେ କଣ୍ଟାବାଞ୍ଜି ସହରରେ ଥିବା ବିଭିନ୍ନ ତେଲ ଗୋଦାମ ଏବଂ ମିକ୍ଚର ପ୍ୟାକ୍ଟ୍ରି ରେ  ଅପମିଶ୍ରିତ କାରବାର ଚାଲୁଥିବା  ସଂଦେହରେ ପୋଲିସ ସହଯୋଗରେ ଖାଉଟି ବିଭାଗ ଚଢ଼ାଉ କରିଥିଲା । ଏହାପରେ ସଂପୃକ୍ତ ଗୋଦାମକୁ  ସିଲ କରାଯାଇଥିଲା । ଆଉ ଏବେ ତେଲ ଗୋଦାମରେ ଚଢାଉ ।

   Related Posts