ଜୁଆ ଆଡ୍ଡାରେ ଚଢାଉ, ୨୨ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | September 10, 2020 IST

ସମ୍ବଲପୁର ୧୦।୦୯: ସମ୍ବଲପୁର ଅଇଁଠାପାଲି ପୋଲିସକୁ ବଡ ସଫଳତା । ଏକାସାଙ୍ଗରେ ୨୨ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୋଲିସ ।

{"id":327460,"sizeSlug":"large"}

ଜୁଆ ଆଡ୍ଡାରେ ଚଢାଉ କରି ଏକା ସାଙ୍ଗରେ ୨୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କଠାରୁ ୨୦ଟି ମୋବାଇଲ ଫୋନ ଜବତ କରିବା ସହ ୨ ଲକ୍ଷ ୯୯ ହଜାର ୨୨୦ ଟଙ୍କା ଜବତ ହୋଇଛି । ଏମାନଙ୍କ ମଧ୍ୟରେ ହୀରାକୁଦ, ଝାରସୁଗୁଡା, ବ୍ରଜରାଜନଗର ଓ ସମ୍ବଲପୁର ସହରର ବିଭିନ୍ନ ଅଂଚଳର ପେଶାଦାର ଜୁଆଡି ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.