Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଜୁଆ ଆଡ୍ଡାରେ ଚଢାଉ : ନଗଦ ୮୮ହଜାରରୁ ଅଧିକ ଟଙ୍କା ଜବତ,୧୧ ଗିରଫ

22/10/2020 at 12:47 PM

ବ୍ରହ୍ମପୁର ୨୨।୧୦: ପୋଲିସ ପକ୍ଷରୁ ଜୁଆଡ୍ଡି କ୍ଲିନ୍‌ ଅପରେସନ ଜାରି । ଗତକିଛି ହେଲା ଜିଲ୍ଲା ଓ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଜୁଆ ଆଡ୍ଡା ସିଲ୍‌ କରିବା ସହ ଅନେକଙ୍କୁ ଗିରଫ କରାଯାଉଛି । ଏହାସହିତ ଲକ୍ଷାଧିକ ଟଙ୍କା ଓ ମୋବାଇଲ ଫୋନ୍‌ ଜବତ ମଧ୍ୟ କରାଯାଉଛି ।

ବ୍ରହ୍ମପୁର ଟାଉନ୍‌ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଚାଲୁଥିବାର ପୋଲିସ ନିକଟକୁ ସୂଚନା ଆସିଥିଲା । ପୋଲିସ ଖବର ମିଳିବା ମାତ୍ର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ତେବେ ପୋଲିସକୁ ଏହି ଚଢାଉରେ ନଗଦ ୮୮ ହଜାର ୪ଶହ ଟଙ୍କା ଜବତ କରିବା ସହ ୧୧ଟି ମୋବାଇଲ ଫୋନ୍‌ ଜବତ କରିଛି । ସେହିପରି ଜୁଆ ଆଡ୍ଡାରୁ ୧୧ଜଣଙ୍କ ଗିରଫ ମଧ୍ୟ କରିଛି ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଗତକିଛି ହେଲା ଜିଲ୍ଲାରୁ ଏକାଧିକ ଜୁଆଆଡ୍ଡା ଚାଲୁଥିବାର ପୋଲିସ ନିକଟକୁ ସୂଚନା ଆସୁଛି । ଯାହାଫଳରେ ପୋଲିସ ବିଭିନ୍ନ ସମୟରେ ଚଢାଉ କରି ଅନେକଙ୍କୁ ଗିରଫ ମଧ୍ୟ କରୁଛି ।  

   Related Posts