Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ନକଲି ନୋଟ୍‌ କାରଖାନା ଉପରେ ଚଢ଼ାଉ: ବାଇକ୍ କିଣିବା ବେଳେ ଧରା ପଡିଗଲା ଅଭିଯୁକ୍ତ

20/10/2020 at 6:43 PM

ନୟାଗଡ଼୨୦/୧୦:  ନକଲି ନୋଟ୍ କାରଖାନା ଠାବ। ମଙ୍ଗଳବାର ଅଭିଯୁକ୍ତ ନିଜେ ଏକ ୟ୍ୟାମହା ସୋରୁମ୍‌ରେ ବାଇକ୍ କିଣିବା ବେଳେ ନକଲି ନୋଟ୍ ଦେଇଥିଲେ। ପୋଲିସ୍ ନୋଟ୍ ତିଆରି ବିଭିନ୍ନ ସରଞ୍ଜାମ ଜବତ ସହ ଜଣଙ୍କୁ ଗିରଫ କରିଛି।ଏହାସହ ଅନ୍ୟଜଣଙ୍କୁ ପୋଲିସ୍ ଅଟକ ରଖି ନକଲି ନୋଟ୍ ସଂପର୍କରେ ପଚରାଉଚାର କରୁଛି। ପୋଲିସ୍ ୧ ଲକ୍ଷ  ୨୫ ହଜାର ନକଲି ଟଙ୍କା ଜବତ କରିଛି।

ପୋଲିସ୍‌ ହେପାଜତରେ ଥିବା ଅଭିଯୁକ୍ତ ହେଲା ଖଣ୍ଡାପଡା ଥାନା କୋସକା ଫାଣ୍ଡି ଅନ୍ତର୍ଗତ ଶରଧାପୁର ଗ୍ରାମର ଦିବ୍ୟରଞ୍ଜନ ହୋତା। ମିଳିଥିବା ସୂଚନା ଅନୁସା​‌ରେ ଭଡା ଘରେ ନକଲି ନୋଟ୍ କାରାବାର କରୁଥିଲା ଅଭିଯୁକ୍ତ। ପୋଲିସ୍ ଜାଣିବା ପରେ ନକଲି ନୋଟ୍ କାରଖାନାରେ ଉପରେ ଚଢ଼ାଉ କରିଥିଲା।

   Related Posts