ନକଲି କରୋନା ଔଷଧ ଖୋଳତାଡ, କଳାହାଣ୍ଡିର ୨ଟି ସ୍ଥାନରେ ଛାନଭିନ୍

Published By : Prameya-News7 Bureau | June 13, 2021 IST

କଳାହାଣ୍ଡି ୧୩।୬: ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗ । କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ଥାନୀୟ ପୋଲିସ ଚଢାଉ । କଟକ ଲିଙ୍କ୍ ପରେ ଓଡିଶା ବିଭିନ୍ନ ସ୍ଥାନରେ ବିତରଣ ସୂଚନା ଆଧାରରେ ପୋଲିସ ଚଢାଉ  କରି ଯାଞ୍ଚ କରୁଛି ।

{"id":465588,"sizeSlug":"large","linkDestination":"none"}

ସେହି ପରିପ୍ରେକ୍ଷୀରେ କଳାହାଣ୍ଡିର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ସହ ଔଷଧ ଜବତ କରାଯାଇଛି । ଧର୍ମଗଡରେ ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ହରେକୃଷ୍ଣ ବରିହା ଓ କେସିଙ୍ଗା ବିଡିଓ ପ୍ରଫୁଲ୍ଲ ଓଡୁ ଉପସ୍ଥିତିରେ ପୋଲିସ ଚଢାଉ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.