Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ନକଲି ଲୋଗୋ ତିଆରି ସଂସ୍ଥା ଉପରେ ଚଢଉ, ଲକ୍ଷାଧିକ ଟଙ୍କାର ପ୍ରିଣ୍ଟିଂ ସାମଗ୍ରୀ ଓ ମେସିନ ଜବତ

18/06/2019 at 4:21 PM

ରାଉରକେଲା ୧୮|୬: ବୀରମିତ୍ରପୁର ଷ୍ଟେସନ ନିକଟ କୌଶଲ୍ୟା ପଲି ଇଣ୍ଡଷ୍ଟ୍ରି ଲିମିଟେଡ଼ ଉପରେ ଚଢ଼।ଉ ହୋଇଛି । ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଚଢାଉ କରିଛନ୍ତି । ଏହି ଇଣ୍ଡଷ୍ଟ୍ରିରେ ଛପା ଯାଉଥିଲା ନାମୀଦାମୀ କଂପାନୀର ଲୋଗୋ ସହ ପଲିଥିନ୍ ପ୍ୟାକ୍ ।  ଲକ୍ଷାଧିକ ଟଙ୍କାର ନାମୀଦାମୀ କଂପାନୀର ଲୋଗୋ ପଲିପ୍ୟାକ୍ ଜବତ କରାଯାଇଛି ।

ଚଢ଼।ଉ ବେଳେ ବୀରମିତ୍ରପୁର ତହସିଲଦାର ଉପସ୍ଥିତ ଥିଲେ । ଜବତ କରିବା ପରେ ଇଣ୍ଡଷ୍ଟ୍ରି ସିଲ୍ କରାଯାଇଛି ।  ଇଣ୍ଡଷ୍ଟ୍ରିର ମାଲିକ ଦିନାନାଥ ମିତଲଙ୍କୁ ପଚରା ଉଚରା ଚାଲିଛି ।

   Related Posts