Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

୪ରେ ରାହୁଲଙ୍କ ଓଡିଶା ଗସ୍ତ ବାତିଲ, ଆଜି ଅମିତଶାହାଙ୍କ ପାରଳାଖେମୁଣ୍ଡି ଗସ୍ତ: କାଲି ମୋଦି ଓ ମାୟାବତୀ

1/04/2019 at 11:36 AM

ଭୁବନେଶ୍ବର୧|୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ରହିଲା । ଏପ୍ରିଲ ୧୧ରେ ୪’ଟି ଲୋକସଭା ନବରଂଗପୁର, କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁରରେ ଭୋଟ୍ ଗ୍ରହଣ ହେବ । ଏହା ଅଧୀନର ୨୮ ବିଧାନସଭା ଆସନରେ ବି ନିର୍ବାଚନ ହେବ । ସମୟ କମ୍ ଥିବାରୁ ଭୋଟରଙ୍କୁ ମନାଇବାକୁ କମର କଷିଛନ୍ତି ସବୁ ଦଳର ବଡ଼ ଚେହେରା ।

 ଆଜି ଓଡ଼ିଶା ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ପରଳାଖେମୁଣ୍ଡି ଓ ଉମରକୋଟରେ ଶାହାଙ୍କ କାର୍ଯ୍ୟକ୍ରମ ରହିଛି । କାଲି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଳାହାଣ୍ଡିରେ ପ୍ରଚାର କରିବେ ମୋଦି । ତେବେ କାଲି ବିଏସପି ସୁପ୍ରିମୋ ମାୟାବତୀ ବି ଓଡ଼ିଶା ଆସୁଛନ୍ତି । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁଣି ୬ରେ ଆସିବେ ମୋଦି । ସୁନ୍ଦରଗଡ଼ରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ସେପଟେ ୪ରେ ଥିବା ରାହୁଲଙ୍କ ଗସ୍ତ ବାତିଲ ହୋଇଥିଲେ ବି ଦିନେ ଦୁଇଦିନରେ ତାଙ୍କ ଗସ୍ତ ମଧ୍ୟ ଚୁଡ଼ାନ୍ତ ହେବ । ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ମାରାଥନ ପ୍ରଚାର ସୂଚୀ ପ୍ରସ୍ତୁ ତ କରିଛନ୍ତି । କାଲି ନବୀନ କୋରାପୁଟ ଯାଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ ।

   Related Posts