Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କରୋନା ଭାଇରସ୍ ଲଢେଇରେ ବ୍ୟବହୃତ ଉପକରଣକୁ GST ମୁକ୍ତ କରିବାକୁ ଦାବି କଲେ ରାହୁଲ ଗାନ୍ଧୀ

20/04/2020 at 6:12 PM

ନୂଆଦିଲ୍ଲୀ ୨୦।୦୪: ପୂରା ଦେଶ ସଂପ୍ରତି କରୋନା ଭାଇରସ୍‌ର ମୁକାବିଲା କରୁଛି। ସଙ୍କଟର ଏହି ଘଡିରେ ସମସ୍ତ ରାଜନୈତିକ ଦଳ ସବୁ ମତଭେଦ ଭୁଲି ଜଣେ ଅନ୍ୟ ଜଣଙ୍କର ସହଯୋଗ କରୁଛନ୍ତି। ଏହା ମଧ୍ୟରେ କଂଗ୍ରେସ ପାର୍ଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରୋନା ମୁକାବିଲାରେ ବ୍ୟବହାର କରାଯାଉଥିବା ସମସ୍ତ ଉପକରଣକୁ ଜିଏସଟି ମୁକ୍ତ କରିବାକୁ ଦାବି କରିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି ଯେ, “#Covid19ର ଏହି ମୁସ୍କିଲ ସମୟରେ ଆମେ କ୍ରମାଗତ ସରକାରଙ୍କଠାରେ ଦାବି କରୁଛୁ ଯେ, ଏହି ମହାମାରୀର ଉପଚାର ସମ୍ବନ୍ଧିତ ସମସ୍ତ ଛୋଟ ବଡ ଉପକରଣକୁ ଜିଏସଟି ମୁକ୍ତ କରାଯାଉ। ରୋଗ ଓ ଗରିବି ଦେଇ ଗତି କରୁଥିବା ଜନତାଙ୍କଠୁ ସାନିଟାଇଜର, ସାବୁନ, ମାସ୍କ, ଗ୍ଲୋଲ୍ସ ଆଦି ଉପରେ ଜିଏସଟି ଆଦାୟ କରିବା ଭୁଲ। #GSTFreeCorona ଦାବି କରି ଚାଲିବୁ ବୋଲି ରାହୁଲ କହିଛନ୍ତି।

ଏହି ଟୁଇଟ୍ ସହିତ ରାହୁଲ ଗାନ୍ଧୀ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ କରୋନା ମୁକାବିଲା ସମୟରେ ବ୍ୟବହାର କରାଯାଉଥିବା ଉପକରଣ ଉପରେ ଆଦାୟ ହେଉଥିବା ଜିଏସଟି ଦରର ମଧ୍ୟ ସୂଚନା ଦେଇଛନ୍ତି।

   Related Posts