ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

ନୂଆଦିଲ୍ଲୀରେ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ମାର୍ଚ୍ଚ

10/09/2018 at 10:24 AM

ନୂଆଦିଲ୍ଲୀ ୧୦|୯: ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ମାର୍ଚ୍ଚ । ରାଜଘାଟରୁ ରାମଲୀଳା ମଇଦାନ ପର୍ଯ୍ୟନ୍ତ ଶୋଭାଯାତ୍ରା ଆରମ୍ଭ ହୋଇଛି । ଏଥିରେ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସହ ଅନ୍ୟ ବିରୋଧୀ ଦଳ ମଧ୍ୟ ସାମିଲ ହୋଇଛନ୍ତି । ରାଜଘାଟରେ ମହାତ୍ମାଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେବା ସହ ରାହୁଲ କୈଳାସ ମାନସରୋବର ହ୍ରଦର ପାଣି ଢାଳିଛନ୍ତି । ଏହାପରେ ଶୋଭାଯାତ୍ରା ଆରମ୍ଭ ହୋଇଛି । ବିରୋଧୀ ଦଳର ଏହି ଶୋଭାଯାତ୍ରାର ନେତୃତ୍ବ ନେଉଛନ୍ତି ସୋନିଆ ଗାନ୍ଧି ।

   Related Posts