ଭିଜିଲାନ୍ସ ଜାଲରେ ବ୍ଲକ୍ କନିଷ୍ଠ ଯନ୍ତ୍ରୀ

Published By : Prameya-News7 Bureau | June 26, 2019 IST

ଜଗତସିଂହପୁର ୨୬|୬: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଜଗତସିଂହପୁର ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ   ସରକାରୀ କାର୍ଯ୍ୟାଳୟ ଓ  ଜଗତସିଂହପୁର ଚାନ୍ଦୁରା ସ୍ଥିତ ବାସ ଭବନ,  ସମେତ ମୋଟ୍ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

{"id":127238}

ସେହିପରି ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ କମ୍ପାନୀ, କୁଜଙ୍ଗ ବ୍ଲକ ବଡ଼ ବାଲିକଣି ସ୍ଥିତ ପୈତୃକ ଘର ଓ ରଘୁନାଥପୁର ଶଶୁର ଘର ଆଦି ସ୍ଥାନରେ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ସକାଳୁ ଏହି ରେଡ୍ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.