Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସମ୍ବଲପୁରରେ ସେକ୍ସ ରାକେଟ୍ ଠାବ : ୨ ଯୁବତୀ ଉଦ୍ଧାର, ୩ ଗ୍ରାହକ ଅଟକ

26/04/2021 at 4:41 PM

ସମ୍ବଲପୁର ୨୬।୪: ସମ୍ବଲପୁର ପୋଲିସ ଦ୍ବାରା ସେକ୍ସ ରାକେଟ୍ ଠାବ । ସେକ୍ସ ରାକେଟ୍ ଚାଲୁଥିବା ନେଇ ଖବର ପାଇ ଧନୁପାଲି ପୋଲିସ ସମ୍ବଲପୁର ସାକ୍ଷୀପଡା ସ୍ଥିତ ନ୍ୟୁକଲୋନୀରେ ଚଢାଉ କରିଛି । ଏହି ଚଢାଉ ପରେ ସମ୍ବଲପୁର ଧନୁପାଲି ପୋଲିସ ଦୁଇ ଜଣ ଝିଅଙ୍କୁ ଉଦ୍ଧାର କରିବା ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଛି । ଦୀର୍ଘ ଦିନ ଧରି ଏଠାରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ପୋଲିସ ଖବର ପାଇ ଏଠାରେ ଚଢାଉ କରିଥିବା ଜଣାପଡିଛି । ସେପଟେ ଜଣେ ଗ୍ରାହକ କୌଶଳ କ୍ରମେ ଦୌଡି ପଳାଇଥିବା ସୂଚନା ମିଳିଛି ।

   Related Posts