ସମ୍ବଲପୁରରେ ସେକ୍ସ ରାକେଟ୍ ଠାବ : ୨ ଯୁବତୀ ଉଦ୍ଧାର, ୩ ଗ୍ରାହକ ଅଟକ

Published By : Prameya-News7 Bureau | April 26, 2021 IST

ସମ୍ବଲପୁର ୨୬।୪: ସମ୍ବଲପୁର ପୋଲିସ ଦ୍ବାରା ସେକ୍ସ ରାକେଟ୍ ଠାବ । ସେକ୍ସ ରାକେଟ୍ ଚାଲୁଥିବା ନେଇ ଖବର ପାଇ ଧନୁପାଲି ପୋଲିସ ସମ୍ବଲପୁର ସାକ୍ଷୀପଡା ସ୍ଥିତ ନ୍ୟୁକଲୋନୀରେ ଚଢାଉ କରିଛି । ଏହି ଚଢାଉ ପରେ ସମ୍ବଲପୁର ଧନୁପାଲି ପୋଲିସ ଦୁଇ ଜଣ ଝିଅଙ୍କୁ ଉଦ୍ଧାର କରିବା ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଛି । ଦୀର୍ଘ ଦିନ ଧରି ଏଠାରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ପୋଲିସ ଖବର ପାଇ ଏଠାରେ ଚଢାଉ କରିଥିବା ଜଣାପଡିଛି । ସେପଟେ ଜଣେ ଗ୍ରାହକ କୌଶଳ କ୍ରମେ ଦୌଡି ପଳାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.