Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଜି ବସିବ କ୍ୱାଡ୍‌ ବୈଠକ, ଏକାଠି ହେବେ ୪ ରାଷ୍ଟ୍ରମୁଖ୍ୟ ‌

12/03/2021 at 10:30 AM

ନୂଆଦିଲ୍ଲୀ ୧୨।୦୩ : ଟାର୍ଗେଟରେ ଚୀନ୍‌ । ଆଜି ବସିବ କ୍ବାଡ ବୈଠକ, ଏକାଠି ହେବେ ୪ ରାଷ୍ଟ୍ରମୁଖ୍ୟ। ଭର୍ଚ୍ୟୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହେବ ଏହି ବୈଠକ । ହିନ୍ଦ୍-ପ୍ରଶାନ୍ତ ମହାସାଗରରେ ସହଯୋଗ ବଢାଇବା ନେଇ ହେବ ଆଲୋଚନା ।

ଦୀର୍ଘ ଦିନ ଧରି ନିଷ୍କ୍ରିୟ ହୋଇଥିବା କ୍ବାଡ୍ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ପୁଣି ଆରମ୍ଭ ହେବ। ଗୋଟିଏ ଫୋରମରେ ଆଜି ଏକାଠି ହେବେ ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟ। କ୍ବାଡ୍ ବୈଠକ ବିଶ୍ବର ଏହି ୪ ମହାଶକ୍ତିଙ୍କୁ ଆହୁରି ନିକଟତର କରିବ । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିନ୍ଦେ ସୁଗା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଏହି ବୈଠକରେ ଯେଉଁ ସବୁ ପ୍ରସଙ୍ଗ ଉଠିବାର ଅଛି ସେ ମଧ୍ୟରେ ରହିଛି ଆଞ୍ଚଳିକ ସହଯୋଗ, ଜଳବାୟୁ ପରିବର୍ତ୍ତନ।

ସେପଟେ ଚୀନ କହିଛି ଏମାନେ ଆଞ୍ଚଳିକ ହିତ ଉଦ୍ଦେଶ୍ୟରେ କଥା ହେବେ ବୋଲି ଆଶା କରୁଛୁ। ବୁଲେଇ ବଙ୍କେଇ ଚୀନ କହିବାକୁ ଚାହୁଁଛି ଯେ ମୋ ବିରୋଧରେ କୌଣସି ମେଣ୍ଟ କରନି। ଭିଡିଓ କନଫରେନ୍ସିଂର ହେବାକୁ ଥିବା ଏହି ବୈଠକରେ ଭାରତର ପ୍ରଧାନମନ୍ତ୍ରୀ କି ପ୍ରସଙ୍ଗ ଉଠାଇବେ ତାହା ଉପରେ ରହିବ ନଜର।

   Related Posts