ବିମାନରେ ଶିଶୁକୁ ଜନ୍ମ ଦେଲେ ଥାଇଲାଣ୍ଡ ମହିଳା ,କୋଲକାତାରେ ଜରୁରୀ ଅବତରଣ

Published By : Prameya-News7 Bureau | February 04, 2020 IST

କୋଲକାତା ୪/୨: ପଶ୍ଚିମ ବଙ୍ଗର କୋଲକାତା ବିମାନବନ୍ଦରରେ କତର ଏୟାରଓ୍ବେଜର ଦୋହାରୁ ବ୍ୟାଙ୍କକର ସୁବର୍ଣ୍ଣଭୂମି ବିମାନବନ୍ଦରକୁ ଯାଉଥିବା ବିମାନ ଜରୁରୀକାଳିନ ଲ୍ୟାଣ୍ଡିଙ୍ଗ୍ କରିଥିଲା। ଏହି ଲ୍ୟାଣ୍ଡିଙ୍ଗ୍ ଆଜି ସକାଳ ୩:୧୫ରେ ହୋଇଥିଲା।

{"id":219948,"sizeSlug":"large"}

ଏହାର କାରଣ ହେଉଛି ୨୩ବର୍ଷ ବୟସ୍କା ଥାଇ ମହିଳା ବିମାନରେ ସନ୍ତାନ ଜନ୍ମ ଦେଇଥିଲେ। ମାଆ ଏବଂ ଶିଶୁ ଏବେ ସୁସ୍ଥ ଅଛନ୍ତି। ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.