Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିମାନରେ ଶିଶୁକୁ ଜନ୍ମ ଦେଲେ ଥାଇଲାଣ୍ଡ ମହିଳା ,କୋଲକାତାରେ ଜରୁରୀ ଅବତରଣ

4/02/2020 at 2:32 PM

କୋଲକାତା ୪/୨: ପଶ୍ଚିମ ବଙ୍ଗର କୋଲକାତା ବିମାନବନ୍ଦରରେ କତର ଏୟାରଓ୍ବେଜର ଦୋହାରୁ ବ୍ୟାଙ୍କକର ସୁବର୍ଣ୍ଣଭୂମି ବିମାନବନ୍ଦରକୁ ଯାଉଥିବା ବିମାନ ଜରୁରୀକାଳିନ ଲ୍ୟାଣ୍ଡିଙ୍ଗ୍ କରିଥିଲା। ଏହି ଲ୍ୟାଣ୍ଡିଙ୍ଗ୍ ଆଜି ସକାଳ ୩:୧୫ରେ ହୋଇଥିଲା।

ଏହାର କାରଣ ହେଉଛି ୨୩ବର୍ଷ ବୟସ୍କା ଥାଇ ମହିଳା ବିମାନରେ ସନ୍ତାନ ଜନ୍ମ ଦେଇଥିଲେ। ମାଆ ଏବଂ ଶିଶୁ ଏବେ ସୁସ୍ଥ ଅଛନ୍ତି। ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

   Related Posts