Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଖୁଣ୍ଟରେ ବନ୍ଧା ହୋଇଛି ଅଜଗର, ଖାଇବାକୁ ଦିଆଯାଉଛି ମୂଷା ଓ ବେଙ୍ଗ

23/10/2021 at 2:48 PM

ସମ୍ବଲପୁର ୨୩।୧୦: ଆପଣ ଆଗରୁ ବିଭିନ୍ନ ଜନ୍ତୁକୁ ବନ୍ଧା ହୋଇଥିବାର ଦୃଶ୍ୟ ଦେଖିଥିବେ । ହେଲେ ଶୁକ୍ରବାର ଆମେ ଆପଣଙ୍କୁ ଦେଖାଉଛୁ ୫ ଫୁଟର ଅଜଗରକୁ ବନ୍ଧା ହୋଇ ରଖାଯାଇଛି । ସମ୍ବଲପୁର ମାନେଶ୍ବର ବ୍ଲକ୍ ତାଲପାଲି ତୁରୀପଡାରେ ଗତ ୪ ଦିନ ତଳେ ଘରକୁ ଲାଗି ରହିଥିବା କେନାଲରେ ଅଜଗରଟି ବୁଲୁଥିବା ବେଳେ ପଡାର ଜଣେ ବ୍ୟକ୍ତି ଏହାକୁ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ ।

କୌଣସି ଉପାୟ ନପାଇ ଏକ ଲୁହା ଖୁଣ୍ଟରେ ରଶି ସାହାଯ୍ୟରେ ଅଜଗରକୁ ବାନ୍ଧି ଥିବାବେଳେ ବାଉଁଶ ଜାଲିରେ ତିଆରି ଏକ ଢାଙ୍କୁଣୀରେ ଢାଙ୍କିଛନ୍ତି । ଏହାକୁ ଯତ୍ନ ସହକାରରେ ରଖିଛନ୍ତି ପଡାବାସୀ । ସାପଟିକୁ ମୂଷା, ବେଙ୍ଗ ଖାଇବାକୁ ଦିଆଯାଉଥିବା ବେଳେ ସାପ ଖାଉନଥିବାରୁ ଅସୁସ୍ଥ ଥିବା ସାପଟି ପାଇଁ ପଡାବାସୀ ଆଶଙ୍କା ପ୍ରକାଶ କରିଛନ୍ତି ।

   Related Posts