ଆହତ ଏକ ଅଜଗରକୁ ଚିକିତ୍ସା କରି ନୂଆ ଜୀବନ ଦେବାକୁ ପ୍ରୟାସ
21/08/2018 at 4:02 PM

ଆହତ ଏକ ଅଜଗରକୁ ନୂଆ ଜୀବନ ଦେବା ପାଇଁ ଚିକିତ୍ସାରେ ଲାଗି ପଡିଛନ୍ତି ଜୟପୁରର ଯୁବକ କୃଷ୍ନ କେଶବ । କିଛି ଦିନ ତଳେ ଏହି ଅଜଗରଟିକୁ ଜୟପୁର ନିକଟସ୍ଥ ଦିଗାପୁର ଗାଁ ଲୋକେ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ।
Prameya News7, News7 Odia, Odisha Latest News, Odisha Current Headlines, Odisha News Online