ଅଜଗର କବଳରୁ ଅଳ୍ପକେ ବର୍ତ୍ତୀଲେ ଫରେଷ୍ଟ ରେଞ୍ଜର
18/06/2018 at 7:47 AM

ଅଜଗର କବଳରୁ ଅଳ୍ପକେ ବର୍ତ୍ତୀଲେ ଫରେଷ୍ଟ ରେଞ୍ଜର | ଖବର ଆସିଛି ପଶ୍ଚିମବଙ୍ଗ ଜଲପାଈଗୁଡ଼ିର ଏକ ଗାଁରୁ | ଛେଳିକୁ ମାରୁଥିବା ନେଇ ଲୋକେ ଖବର ଦେବା ପରେ ଫରେଷ୍ଟ ରେଞ୍ଜର ନିଜ ସହାୟକଙ୍କ ସହ ଗାଁରେ ପହଂଚିଥିଲେ | ୪୦ କେଜି ଓଜନ ଓ ୧୮ ଫୁଟ ଲମ୍ବର ଅଜଗରକୁ ଧରି ବେକରେ ମାଳ କରି ପକାଇଥିଲେ ରେଞ୍ଜର | ଏହା ପରେ ଆରମ୍ଭ ହୋଇଥିଲା ସେଲ୍ଫି ନେବା ପର୍ବ | ତେବେ ଅଜଗର ହଠାତ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା |