Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଏନଟିପିସି ପ୍ଲାଣ୍ଟରୁ ୧୨ ଫୁଟର ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡିଦେଲା ବନ ବିଭାଗ

19/09/2020 at 8:48 PM

ଅନୁଗୋଳ, ୧୯ ।୦୯:  ଅନଗୁଳ କଣିହାଁ ଏନଟିପିସି ପ୍ଲାଣ୍ଟରୁ ଶନିାବାର ୧୨ ଫୁଟ ଲମ୍ଭର ଏକ ଅଜଗର ସାପ ଉଦ୍ଧାର ହୋଇଛି। ବନ ବିଭାଗ ସାପକୁ ଉଦ୍ଧାର କରି ଜଙ୍ଗରେ ଛାଡିଦେଇଛନ୍ତି ।

ସୂଚନାନୁସାରେ, ପ୍ଲାଣ୍ଟ ଭିତରେ ସାପଟି ବୁଲୁଥିବା କିଛି କର୍ମଚାରୀ ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ସେମାନେ ଉଚ୍ଚ ଅଫିସରଙ୍କୁ ଖବର ଦେଇଥିଲେ। ପରେ ପ୍ଲାଣ୍ଟ ପକ୍ଷରୁ ସ୍ନେକ୍ ହେଲ୍ପଳାଇନର ସଦସ୍ୟଙ୍କୁ ଖବର ଦିଆଯାଇଥିଲା। ସ୍ନେକ ହେଲ୍ପଳାଇନର ସଦସ୍ୟ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ କଣିହାଁ ରେଞ୍ଜରଙ୍କୁ ସାପଟିକୁ ଦିଆଯାଇଥିଲା।

ବନ ବିଭାଗର କର୍ମଚାରୀ ସୁରକ୍ଷିତ ସାପଟିକୁ ପାଖରେ ଥିବା ଜଙ୍ଗଲରେ ଛାଡି ଦେଇଛନ୍ତି। ପ୍ଲାଣ୍ଟରେ ସାପକୁ ଦେଖି କର୍ମଚାରୀ ଭୟଭୀତ ଅଛନ୍ତି। ଆଉ ସାପ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

   Related Posts