Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଅଜଗରର ଅଜବ କାମ – ଶ୍ରମିକଙ୍କ ସହ କଲା ମୃତ୍ୟୁର ଏମିତି କାଣ୍ଡ

16/10/2019 at 10:49 PM

କୋଟାକାଡା – କେରଳର କୋଟାକାଡାରେ ଏପରି ଏକ ଅଭାନୀୟ ଘଟଣା ଘଟିଛି । କାମ କରୁଥିବା ଜଣେ ଶ୍ରମିକଙ୍କୁ ଗୋଟିଏ ଅଜଗର ଗୁଡାଇ ହୋଇଯିବା ପରେ ତାଙ୍କ ବେକରେ ଗୁଡାଇ  ହୋଇ ତଣ୍ଟି ଚିପିବାକୁ ଚେଷ୍ଟା କରୁଥିଲା । ସେ ଅଜଗରକୁ ଶରୀରରୁ ଅଲଗା କରିବା ପାଇଁ ଚେଷ୍ଟା କରିଥଲେ ।

ମାତ୍ର ଏଥିରେ ସଫଳ ହୋଇ ନଥିଲେ । ଚିତ୍କାର ଶୁଣି ପରେ ପାଖରେ ଥିବା ଅନ୍ୟ ଲୋକ ବହୁ କଷ୍ଟରେ ଅଜଗରକୁ ଅଲଗା କରିଥିଲେ ।  ଏହାକୁ ବନ ବିଭାଗର ଅଧିକାରୀମାନେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲ । ଆଉ ଅଳ୍ପ ସମୟ ଏପରି କରିଥିଲେ  ଶ୍ରମିକଙ୍କର ମୃତ୍ୟୁ ହୋଇ ଥାଆନ୍ତା ।

   Related Posts