ଗାଁରେ ବୁଲୁଛନ୍ତି ମାଳମାଳ ଅଜଗର, ଭୟରେ ଗ୍ରାମବାସୀ

Published By : Prameya-News7 Bureau | March 17, 2020 IST

ରାଇରଙ୍ଗପୁର ।୩: ଗାଁରେ ବୁଲୁଛନ୍ତି ମାଳମାଳ ଅଜଗର, ଭୟରେ ଲୋକେ ଆତଙ୍କିତ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଘୁମାଳ ଗାଁରେ ।

{"id":239695,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗାଁ ନିକଟସ୍ଥ ପାହାଡରୁ ବାହାରି ଗାଁରେ ବୁଲୁଥିବା ଜଣାପଡିଛି । ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗୃହପାଳିତ ପଶୁ ଛାଡୁନଥିବା ବେଳେ ଗାଁଲୋକେ ମଧ୍ୟ ଏକା ବୁଲିବାକୁ ସାହସ କରୁନାହାନ୍ତି । ତେବେ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.