ସାପକୁ ସବୁଠୁ ବିଷାକ୍ତ ଜୀବ ବୋଲି କୁହାଯାଏ। ଲୋକେ କୁହନ୍ତି ଯେ ସାପ କାମୁଡ଼ିବା ଦ୍ବାରା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥାଏ। କିନ୍ତୁ ଏହା ଭୁଲ୍। ମୋଟ ୫୫୦ଜାତିର ସାପ ରହିଛନ୍ତି। ଏଥିରୁ ମୋଟ ୧୦ପ୍ରକାରର ବିଷାକ୍ତ ସାପ ଅଛନ୍ତି। ବିଷାକ୍ତ ସାପ କାମୁଡ଼ିଲେ ବ୍ୟକ୍ତିଙ୍କ ଶରୀରରେ ବିଷ ବ୍ୟାପିବାକୁ ସମୟ ଲାଗିଥାଏ ଏହା ଯେତେ ଶୀଘ୍ର ବ୍ୟାପିଥାଏ ସେହି ଅନୁସାରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ।
{"id":192126,"sizeSlug":"large"}ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଧିକାଶ ଲୋକ କେବଳ ଡରି ଯାଇ ମୃତ୍ୟୁବରଣ କରିଥାଆନ୍ତି। ତେବେ ଆଜି ଆମେ ଜାଣିବୁ ଯେ କିପରି ସାପର ବିଷ ନଷ୍ଟ କରି ବ୍ୟକ୍ତିଙ୍କୁ ସୁସ୍ଥ କରାଯାଇ ପାରିବ।
{"id":192127,"sizeSlug":"large"}ଦ୍ରୋଣପୁଷ୍ପ ଗଛ ବିଷୟରେ ତ ଆପଣ ଶୁଣିଥିବେ,ଏହା ପ୍ରାୟତଃ ଜଙ୍ଗଲ ଅଞ୍ଚଳରେ କିମ୍ବା ରାସ୍ତା କଡ଼ରେ ସହଜରେ ଦେଖାଯାଇଥାଏ। ଏହା ଏକ ପ୍ରକାରର ବଣୁଆ ଘାସ। ଗ୍ରାମୀଣ ଅଞ୍ଚଳରେ ଏହାକୁ ଗୁମ୍ମା ନାଁରେ ଜଣାଯାଏ। ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼ିଥାଏ ତେବେ ଦ୍ରୋଣପୁଷ୍ପର ସବୁ ରସ ବାହାର କରି ରୋଗୀଙ୍କୁ ପିଇବାକୁ ଦେଲେ ରୋଗୀର ବିଷ ମାତ୍ର ୧୦ମିନିଟରେ ନଷ୍ଟ ହୋଇଯାଇଥାଏ। ସବୁରସ ଅର୍ଥ ଏହାର ସମ୍ପୂର୍ଣ୍ଣ ଗଛର ରସ।
{"id":192128,"sizeSlug":"large"}ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼ି ଥାଏ ତେବେ ମୟୁର ପଙ୍ଖର ଅଗ୍ର ଭାଗକୁ ପେଶି ପାଣିରେ ମିଶାଇ ପ୍ରଭାବିତ ସ୍ଥାନରେ ଲଗାଇଲେ ସାପର ବିଷ ପ୍ରଭାବହୀନ ହୋଇଯାଇଥାଏ ଏବଂ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥାଏ।
{"id":192129,"sizeSlug":"large"}ସାପ କାମୁଡ଼ିଲେ ଗୁଳୁଚି ଚେରର ରସକୁ ବାହାର କରି ପିଇବାକୁ ଦେଲେ ସାପର ବିଷ ନଷ୍ଟ ହୋଇଯାଇଥାଏ। ବେଳେବେଳେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କ ଶରୀର ନୀଳ ପଡ଼ିଯାଇଥାଏ ଏବଂ ସେହି ସମୟରେ ଗୁଳୁଚିର ରସକୁ ରୋଗୀର କାନ,ଆଖି ଏବଂ ନାକରେ ପକାଇବା ଉଚିତ। ଏହା ଦ୍ବାରା ତୁରନ୍ତ ଲାଭ ମିଳିଥାଏ।