Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ

16/09/2021 at 7:08 AM

ବରଗଡ, ୧୬|୦୯ : ପୁରୀରୁ ତୀର୍ଥ ସାରି ଫେରୁଥିଲେ । ବାଟରେ ଓଲଟିଲା ବୋଲେରୋ । ୫ ଗୁରୁତର ହେବା ସହ ୮ ଜଣ ଆଙତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ଘୁଲିପାଲି ଛକରେ ।

ସୂଚନାନୁସାରେ, ତୀର୍ଥଯାତ୍ରୀମାନେ ପୁରୀରୁ  ଫେରୁଥିବା ବେଳେ ବରଗଡ଼ ଘୁଲିପାଲି ଛକରେ ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡିଥିଲା । ସମସ୍ତ ଯାତ୍ରୀ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାର ଵୋଲି ଜଣାପଡିଛି । ଗାଡ଼ିରେ ଥିବା ଚାଳକଙ୍କ ସମେତ ମୋଟ ୧୩ ଜଣଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇଛନ୍ତି । ସେହିପରି  ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଗୁରୁତର ସମସ୍ତଙ୍କୁ ବୁର୍ଲା ବଡ଼ ମେଡିକଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆହତଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖନାରେ ଭର୍ତ୍ତି କରାଯାଇଛି ।

   Related Posts