Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପୁରୀ ପୋଲିସ ପଞ୍ଝାରେ ୧୦ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

9/08/2018 at 4:17 PM

ପୁରୀ ୯/୮ : ଗତ କିଛିଦିନ ତଳେ ଏହି ଗ୍ୟାଙ୍ଗ ଝାଡ଼ଖଣ୍ଡ ବିଷ୍ଣୁପୁର ଥାନା ଅଞ୍ଚଳରେ ଦୋକାନ ସଟର ତାଡ଼ି ପ୍ରାୟ ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଓ ଲ୍ୟାପଟପ ଚୋରି କରି ପୁରୀରେ ଆସି ଆତ୍ମଗୋପନ କରିଥିଲେ। ଝାଡ଼ଖଣ୍ଡ ପୋଲିସ ସହାୟତାରେ ସମୁଦ୍ରକୂଳ ଥାନା ପୋଲିସ ବେଳାଭୂମି ଅଞ୍ଚଳରେ ଥିବା ଏକ ହୋଟେଲରେ ଚଢ଼ାଉ କରି ଏହି ଗ୍ୟାଙ୍ଗକୁ ଗିରଫ କରିଛି । ଏମାନଙ୍କ ଠାରୁ ୩୦ ଟି ଦାମୀ ମୋବାଇଲ୍ ସହ କଟର୍ ମେସିନ୍ ପୋଲିସ ଜବତ କରିଛି। ତେବେ ଲୁଟ୍ କରିବା ସମୟର ସମସ୍ତ ପ୍ରମାଣ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

   Related Posts