ପଣା ସଂକ୍ରାନ୍ତି ପାଇଁ ପୁରୀରେ ବିଶେଷ ଆୟୋଜନ
14/04/2018 at 6:33 AM

ପଣା ସଂକ୍ରାନ୍ତି ପାଇଁ ପୁରୀରେ ବିଶେଷ ଆୟୋଜନ
ଓଡ଼ିଆ ନବ ବର୍ଷରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ଆଜିଠୁ ନୂଆ ପାଞ୍ଜି ପ୍ରଚଳନ ହେବ
ପୁରୀର ଜାଗା ଘରମାନଙ୍କରେ ହନୁମାନଙ୍କ ବିଶେଷ ମହତ୍ୱ ରହିଛି
ପୁରୀର ଜାଗା ଘରମାନଙ୍କରେ ବିଶେଷ ପଣା ପ୍ରସ୍ତୁତ ହୋଇଛି
ଜାଗା ଅଖାଡାରେ କୁସ୍ତି ଖେଳ ଚାଲିଛି
ଛୋଟରୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ଆଖଡ଼ା ଶାଳରେ କୁସ୍ତି ଖେଳିଛନ୍ତି