Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଡଚଣା ନିର୍ବାଚନ ମଣ୍ଡଳୀରେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପ୍ରଚାର

27/04/2019 at 10:13 AM

ବଡଚଣା ୨୭|୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି ସବୁ ରାଜନୈତିକ ଦଳ । ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ବିଜେପି ପ୍ରାର୍ଥୀ ଅମର ନାଏକଙ୍କ ପାଇଁ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବଡଚଣା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି।

ଏକ ବିଶାଳ ମୋଟର ସାଇକେଲ ରାଲି ଯୋଗେ ବଡଚଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଞ୍ଚାଯତରେ ରୋଡ୍ ସୋ ମାଧ୍ୟମରେ ପ୍ରଚାର କରିଥିଲେ ସମ୍ବିତ। ତାଙ୍କ ସହିତ ବଡଚଣା ବିଜେପି ପାର୍ଥୀ ଅମର ନାଏକ, ବହୁ ସଂଖ୍ୟାରେ ବିଜେପି କର୍ମୀ ମୋଟର ସାଇକେଲ ରାଲିରେ ସାମିଲ ହୋଇଥିଲେ ।

   Related Posts