Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ସୋର : ମା’ ମାଡ ମାରିବାରୁ ଲୁଚିଥିଲେ ଟାୟାର ଭିତରେ, ଚାପିଦେଲା ଜେସିବି
  • ||

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣର ନୂଆ ଭିଡିଓ, ଧରାପଡ଼ିଛି ପୋଲିସ୍ ବିଭାଗର କାରନାମା

2/10/2018 at 4:17 AM

ସାମ୍ନାକୁ ଆସିଛି ସାମ୍ବାଦିକଙ୍କୁ ଆକ୍ରମଣର ନୂଆ ଭିଡିଓ । ଧରା ପଡ଼ିଛି ପୋଲିସର କାରନାମା । ଗୋଟିଏ ସ୍ଥାନରେ ପଦରେ ନଥାଇ, କେମିତି ଜଣେ ଡେପୁଟି କମାଣ୍ଡାଣ୍ଟ୍ ଲାଠି ଚାର୍ଜ୍ ଅର୍ଡର୍ ଦେଲେ ? ପୁଣି ୪ ବର୍ଷ ତଳୁ ବଦଳି ହୋଇ ସାରିଥିବା ବେଳେ , କେମିତି ସେ ପୁରୀରେ ରହିଛନ୍ତି ? ପୁରୀରେ ସାମ୍ବାଦିକଙ୍କୁ ହୋଇଥିବା ବର୍ବରୋଚିତ ଆକ୍ରମଣର ନୂଆ ଭିଡିଓ ସାମ୍ନାକୁ ଆସିବା ପରେ ତୀବ୍ର ହୋଇଛି ଲୋକଙ୍କ ପ୍ରତିକ୍ରିୟା । କିନ୍ତୁ ସରକାର ଓ ପ୍ରଶାସନ ଚୁପ୍ ଥିବା ବେଳେ , ମୁହଁ ଲୁଚାଉଛନ୍ତି ପୋଲିସର ବଡ଼ ବଡ଼ ବାବୁମାନେ ।

   Related Posts