ପୁରୀରେ ପୁଣି ଉଚ୍ଛେଦ କାମ ଆରମ୍ଭ : ୨ ପ୍ଲାଟୁନ ଫୋର୍ସ ମୁତୟନ

Published By : Prameya-News7 Bureau | October 20, 2019 IST

ପୁରୀ ୨୦/୧୦: ପୁରୀରେ ପୁଣି ଉଚ୍ଛେଦ କାମ ଆରମ୍ଭ ହୋଇଛି । ଆଜି ଠାରୁ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ୭ଟି ବୁଲଡୋଜର ଦ୍ବାରା ଚାଲିଛି ଉଛେଦ କାର୍ଯ୍ୟ।

{"id":172119}

ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ବିସ୍ଥାପିତ ଦୋକାନୀଙ୍କୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ନୂଆ ମାର୍କେଟ କମ୍ପ୍ଲେକ୍ସରେ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି।

{"id":172120}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.