ସିଲ୍ ହେଲା ପଞ୍ଜାବୀ ମଠ : ମଠରୁ ୨ ପେଟି କୋରେକ୍ସ ବୋତଲ ଜବତ

Published By : Prameya-News7 Bureau | December 02, 2019 IST

ପୁରୀ ୨/୧୨ : ପୁରୀରେ ପଞ୍ଜାବୀ ମଠକୁ ସିଲ୍ କରାଯାଇଛି। ମଠରୁ ୨ ପେଟି କୋରେକ୍ସ ବୋତଲ ଜବତ କରାଯାଇଛି। ଏଠାରେ ଚଢାଉ କରି ପୁରୀ ପୋଲିସ କରିଛି ଜବତ ।

{"id":192848,"sizeSlug":"large"}

ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଇଛି।

{"id":192849,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.