Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ପୁଲୱାମା ଆକ୍ରମଣକୁ ବିରୋଧ ପ୍ରଦର୍ଶନ : ମୁମ୍ବାଇ ଲୋକାଲ ଟ୍ରେନ ଠପ, ଷ୍ଟେସନରେ ଉତ୍ତେଜନା

16/02/2019 at 12:25 PM

ମୁମ୍ବାଇ ୧୬/୨ : ଶ୍ରୀନଗର ପୁଲୱାମାରେ ୪୨ ଜଣ ସିଆରପିଏଫ ଯବାନ ସହିଦ ହେବା ଘଟଣାରେ ପୁରା ଦେଶ ଆକ୍ରୋଶରେ ରହିଛି | ଗତକାଲି ଦେଶର ବିଭିନ୍ନ ସ୍ଥାନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମହମବତୀ ରାଲି କରାଯାଇଥିଲା | ଆତଙ୍କବାଦ ହମଲାକୁ ବିରୋଧ କରି କେତେକ ସ୍ଥାନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି | ମହାରାଷ୍ଟ୍ର ନାଲାସୋପାରାରେ କିଛି ପ୍ରଦର୍ଶନକାରୀ ଟ୍ରେନ ଟ୍ରାକ ଘେରାଉ କରିଛନ୍ତି | ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି | ଜିଆରପି ଏବଂ ଆରପିଏଫ ଅଧିକାରୀ ପ୍ରଦର୍ଶନକାରୀଙ୍କୁ ବୁଝାସୁଝା କରି ଟ୍ରାକ ଖାଲି କରୁଛନ୍ତି | ବିରୋଧ ପ୍ରଦର୍ଶନ ଯୋଗୁଁ ମୁମ୍ବାଇ ଲୋକାଲ ବାଧାପ୍ରାପ୍ତ ହୋଇଛି | ଫଳରେ ମୁମ୍ବାଇ ଷ୍ଟେସନରେ ଉତ୍ତେଜନା ଦେଖା ଦେଇଛି |

   Related Posts