Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ବ୍ୟାଙ୍କ ପରିଚାଳନା ବ୍ୟବସ୍ଥାରେ ଅଣାଯିବ ବଡ଼ ପରିବର୍ତ୍ତନ

22/08/2019 at 5:52 PM

ଭୁବନେଶ୍ବର ୨୨|୮: ବ୍ୟାଙ୍କଗୁଡ଼ିକର ପରିଚାଳନା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଅଣାଯିବ ।  କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍‌ସିଆଲ ସର୍ଭିସେସ ନିର୍ଦେଶ ପରେ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଗୁଡ଼ିକର ପରଫରମାନ୍ସ ରିଭ୍ୟୁ ଆରମ୍ଭ ହୋଇଛି  । ଏହାର ଉଦେଶ୍ୟ ହେଉଛି ବ୍ୟାଙ୍କିଙ୍ଗ ସେବାକୁ ଲୋକାଭିମୁଖୀ କରିବା, ଦେଶର ଅର୍ଥନୀତିରେ ଯୋଗଦାନ ଦେଉଥିବା ବିଭିନ୍ନ କ୍ଷେତ୍ରକୁ ଆର୍ଥିକ ସହୟତା ବଢାଇବା, ବ୍ୟାଙ୍କିଙ୍ଗ୍‌ ସେବା କ୍ଷେତ୍ରରେ ଟେକ୍‌ନୋଲୋଜି ବ୍ୟବହାର ସହ ଏହାକୁ ବରିଷ୍ଠ ନାଗରିକ, କୃଷକ, କ୍ଷୁଦ୍ରଶିଳ୍ପ, ନୂଆ ଉଦ୍ୟୋଗୀ, ଛାତ୍ର ଓ ମହିଳାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କରିବା ।

ଷ୍ଟେଟ୍‌ ଲେବଲ ବ୍ୟାଙ୍କର୍ସ କମିଟି ପକ୍ଷରୁ ଭୁବନେଶ୍ବରରେ ୨ ଦିନିଆ ବୈଠକ ଆରମ୍ଭ ହୋଇଛି । ଦେଶର ଅର୍ଥନୀତିରେ ଅଗ୍ରଗତି ପାଇଁ କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୃଦୃଢ଼ କରିବାକୁ ଯୋଜନା କରିଛନ୍ତି ।  ଏଥିପାଇଁ ଆବଶ୍ୟକ ପଡ଼ିଲେ ବର୍ତ୍ତମାନର ବ୍ୟାଙ୍କିଙ୍ଗ ନିୟମରେ ମଧ୍ୟ ପରିବର୍ତ୍ତନ ଅଣାଯିବ।

   Related Posts