Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ରାତିଅଧରେ ମଦ ଦୋକାନ ଜାଳିଦେଲେ ଲୋକେ

26/12/2019 at 8:38 AM

ବ୍ରହ୍ମପୁର ୨୬।୧୨: ମଦ ଦୋକାନରେ ନିଆଁ । ମଦ ଦୋକାନରେ ଉତ୍ତ୍ୟକ୍ତ ଲୋକ ନିଆଁ ଲଗାଇଦେଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ କବିସୂର୍ଯ୍ୟନଗର ଥାନା ଏ ବରିଡା ଗାଁର ।

ସୂଚନାଯୋଗ୍ୟ ୟେ, ଏହି ଅଞ୍ଚଳରେ ବହୁ ଦିନ ହେଲା ମଦ ବିରୋଧୀ ମେଳି ଚାଲିଥିଲା । ଶତଧିକ ପୁରୁଷ ଓ ମହିଳା ଏକାଠି ହୋଇ ମଦ ବିରୋଧରେ ଆନ୍ଦୋଳନ ଚଳାଇଥିଲେ । କିନ୍ତୁ ମଦ ଦୋକାନ ଉଚ୍ଛେଦ ନେଇ ପ୍ରଶାସନ ଠୋସ୍ ପଦକ୍ଷେପ ନନେବାରୁ ରାତିରେ ଶତାଧିକ ମହିଳା ଓ ପୁରୁଷ ବିଦେଶୀ ମଦ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଦୋକାନଟି ସଂପୂର୍ଣ୍ଣ ଜଳିଯାଇଛି ।

   Related Posts