ରାତିଅଧରେ ମଦ ଦୋକାନ ଜାଳିଦେଲେ ଲୋକେ
26/12/2019 at 8:38 AM

ବ୍ରହ୍ମପୁର ୨୬।୧୨: ମଦ ଦୋକାନରେ ନିଆଁ । ମଦ ଦୋକାନରେ ଉତ୍ତ୍ୟକ୍ତ ଲୋକ ନିଆଁ ଲଗାଇଦେଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ କବିସୂର୍ଯ୍ୟନଗର ଥାନା ଏ ବରିଡା ଗାଁର ।

ସୂଚନାଯୋଗ୍ୟ ୟେ, ଏହି ଅଞ୍ଚଳରେ ବହୁ ଦିନ ହେଲା ମଦ ବିରୋଧୀ ମେଳି ଚାଲିଥିଲା । ଶତଧିକ ପୁରୁଷ ଓ ମହିଳା ଏକାଠି ହୋଇ ମଦ ବିରୋଧରେ ଆନ୍ଦୋଳନ ଚଳାଇଥିଲେ । କିନ୍ତୁ ମଦ ଦୋକାନ ଉଚ୍ଛେଦ ନେଇ ପ୍ରଶାସନ ଠୋସ୍ ପଦକ୍ଷେପ ନନେବାରୁ ରାତିରେ ଶତାଧିକ ମହିଳା ଓ ପୁରୁଷ ବିଦେଶୀ ମଦ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଦୋକାନଟି ସଂପୂର୍ଣ୍ଣ ଜଳିଯାଇଛି ।
Related Posts
ରୋଷେଇ ବେଳେ ଫାଟିଲା ସିଲିଣ୍ଡର, ଜଣେ ଗୁରୁତର
28 February 2021
ପଥର ଖାଦାନରେ ବିସ୍ଫୋରଣ, ଚାଲିଗଲା ଜଣଙ୍କ ଜୀବନ
28 February 2021