Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଶ୍ରୀହରିକୋଟାରୁ PSLV C 49 ର ସଫଳ ଉତ୍‌କ୍ଷେପଣ

7/11/2020 at 4:25 PM

ଶ୍ରୀହରିକୋଟା ୭/୧୧: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଶ୍ରୀହରିକୋଟାରୁ ୧୦ଟି ସ୍ୟାଟେଲାଇଟକୁ ଏକାଠି ଲଞ୍ଚ କରିଛି। ଏହି ଉପଗ୍ରହକୁ ନେଇ ପୋଲାର ସାଟେଲାଇଟ୍ ଲଞ୍ଚ ବେହିକଲ ଦ୍ବିପ୍ରହର ୩ଟା ବାଜି ୧୨ମିନିଟରେ ସତୀଶ ଧଓ୍ବନ ସ୍ପେସ୍ ସେଣ୍ଟରରୁ ବାହାରିଥିଲା। ଏହି ୧୦ଟି ଉପଗ୍ରହ ମଧ୍ୟରୁ ୯ଟି କମର୍ସିଆଲ୍ ସ୍ୟାଟେଲାଇଟ୍।

ପାଣିପାଗ ଖରାପ ଥିବାରୁ PSLV C 49 ର ଲଞ୍ଚିଂରେ କିଛି ମିନିଟ୍ ବିଳମ୍ବ ହୋଇଥିଲା। PSLV C 49 ର ଲଞ୍ଚିଂ ୧୫ଟା ବାଜି ୨ମିନିଟରେ ଧାର୍ଯ୍ୟ ଥିଲା,କିନ୍ତୁ ପାଣିପାଗ ଖରାପ ଥିବାରୁ ଲଞ୍ଚିଂକୁ ୧୦ମିନିଟ୍ ସ୍ଥଗିତ ରଖାଯାଇଥିଲା। PSLV C 49 ର ଲଞ୍ଚିଂ ୩ଟା ବାଜି ୧୨ମିନିଟରେ ହୋଇଥିଲା।

ଇସରୋ କହିଥିଲା ଯେ ଲଞ୍ଚିଂ ପରେ EOS 01 ଚତୁର୍ଥ ପର୍ଯ୍ୟାୟରେ ପିଏସଏଲଭିରୁ ସଫଳତା ପୂର୍ବକ ଅଲଗା ହୋଇଯାଇଥିଲା ଏବଂ ନିଜ କକ୍ଷରେ ସ୍ଥାପିତ ହୋଇଯାଇଥିଲା।

ଏହା ପରେ ୯ଟି ଅନ୍ୟ କଷ୍ଟମର ସ୍ୟାଟେଲାଇଟ୍ ମଧ୍ୟ ପିଏସଏଲଭି ସି ୪୯ରୁ ଗୋଟିଏ ଗୋଟିଏ କରି ସଫଳତାପୂର୍ବକ ଅଲଗା ହୋଇଯାଇଥିଲା ଏବଂ ନିଜ ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଯାଇଥିଲା।

   Related Posts