Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ , ବୁଝିବେ 5T ବ୍ୟାପାର

29/07/2019 at 2:23 PM

ଭୁବନେଶ୍ବର୨୯|୭:

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଏଣିକି ମୁଖ୍ୟମନ୍ତ୍ରୀଙ୍କ ୫-(ଟିଟ୍ରାନ୍ସଫର୍ମେସନ ଆଣ୍ଡ ଇନିସିଏଟିଭସ୍) ର କାର୍ଯ୍ୟକାରୀତାର ନେତୃତ୍ବ ନେବେ ।   ସୋମବାର ରାଜ୍ୟସରକାର ତାଙ୍କୁ ଏହି ନୂଆ ନୂଆ ଦାୟତ୍ବ ଦେଇଛନ୍ତି ।  ଏଣିକି ମୁଖ୍ୟମନ୍ତ୍ରୀଙ୍କ ୫-ଟି ( ଟ୍ରାନ୍ସଫର୍ମେସନ ଆଣ୍ଡ ଇନିସିଏଟିଭସ୍) ସଚିବ ଭାବେ ସେ ଅତିରିକ୍ତ ଦାୟିତ୍ବ ନିର୍ବାହକରିବେ।  କାର୍ତ୍ତିକେୟନ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ  ବ୍ୟକ୍ତିଗତ ସଚିବ ଦାୟିତ୍ବ ତୁଲାଇବା ସହ ଏହି ନୂଆ ଦାୟିତ୍ବରେ ରହିବେ ।

୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି. କାର୍ତ୍ତିକେୟନ ପାଣ୍ଡିଆନ ୨୦୧୧ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇ ଦକ୍ଷତାର ସହ ଦାୟିତ୍ବ ତୁଲାଉଛନ୍ତି ।

ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଉପରେ ଗୁରୁତ୍ବ ଦେଉଛନ୍ତି । ଟେକ୍ନୋଲୋଜି, ଟ୍ରାନ୍ସଫରରେନ୍ସି, ଟିମ୍ଓ୍ବାକ, ଟ୍ରାନ୍ସଫର୍ମେସନ ଓ ଟାଇମକୁ ଆଖିରେ ରଖି ରାଜ୍ୟର ବିକାଶ ଓ ରାଜ୍ୟବାସୀଙ୍କ ଲାଗି ସରକାରୀ ଅଧିକାରୀ ଓ ମନ୍ତ୍ରୀ କାମ କରିବା ଉପରେ ଗୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି । ତେଣୁ ତାଙ୍କ ଦକ୍ଷତାକୁ ଦେଖି ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ବ ଦେଇଥିବାରୁ  ବିଭାଗର ସଚିବ ଭାବେ  ୫-ଟି ସଠିକ କାର୍ଯ୍ୟକାରୀ କରିବାର ଦାୟିତ୍ବ  ନିର୍ବାହ କରିବେ ଭି. କାର୍ତ୍ତିକେୟନ ପାଣ୍ଡିଆନ ।

   Related Posts