Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପୃଥ୍ୱୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୋଟିଏ ଓଭରରେ ଲଗାଇଲେ ୬ ଚୌକା, ସେହ୍ୱାଗଙ୍କୁ ମନେ ପକାଇଲେ ନେଟିଜେନ୍ସ

30/04/2021 at 9:49 AM

ନୂଆଦିଲ୍ଲୀ, ୩୦।୦୪: ଦିଲ୍ଲୀ କ୍ୟାପିଟାଲ୍ସ ଓପନର ପୃଥ୍ୱୀ ଶ ଗୁରୁବାର ଖେଳାଯାଇଥିବା ମୁକାବିଲାରେ ଦମଦାର୍ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କର ବିସ୍ଫୋରକ ପାଳି ବଳରେ ଦିଲ୍ଲୀ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ଏହି ଇନିଂସରେ ପୃଥ୍ୱୀ ପ୍ରଥମ ଓଭରରେ ଲଗାତର ୬ଟି ଚଉକା ଲଗାଇଥିଲେ ।

ଶିବମ ମାଭିଙ୍କ ବିରକ୍ଷରେ ହି ପାଳି ଖେଳିଥିଲେ ।ଏହି ଓଭରରେ ଶିବମ ୨୫ ରନ୍ ବ୍ୟୟ କରିଥିଲେ । କାରଣ ପ୍ରଥମ ବଲ୍ ଓ୍ୱାଇଡ୍ ଥିଲା । ଏପରି କାରନାମା କରିଥିବା ଦ୍ୱିତୀୟ ଖେଳାଳି ହେଲେ ପୃଥ୍ୱୀ । ତାଙ୍କ ପୃର୍ବରୁ ଆଜିଙ୍କ୍ୟ ରାହାଣେ ମଧ୍ୟ ଗୋଟିଏ ଓଭରରେ ୬ଟି ଚଉକା ଲଗାଇ ସାରିଛନ୍ତି ।

ଆଇପିଏଲରେ ସବୁଠାରୁ ବ୍ୟୟ ବହୁଳ ଓଭର

ଅବୁ ନେଡିମ୍ ୨୭ ରନ ବନାମ ବେଙ୍ଗାଲୁରୁ

ହରଭଜନ ସିଂ ୨୬ ରନ୍ ବନାମ କୋଲକାତା ନାଇଟ ରାଇଡର୍ସ

ଶିବମ ମାଭି ୨୫ ରନ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ବରୁଣ ଆରୋନ ୨୩ ରନ ବନାମ ବେଙ୍ଗାଲୁରୁ

ଶଙ୍କ ଏହି ବିସ୍ଫୋରକ ଇନିଂସ ପରେ ସୋସିଆଲ ମିଡିଆ ୟୁଜର ଖୁବ୍ ପ୍ରଶଂସା କରିଛନ୍ତି । ଏହାସହ ଟ୍ୱିଟ୍ ମଧ୍ୟ କରିଛନ୍ତି ।

   Related Posts