Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ବାମ କେନାଲରେ ଜଳ ଯୋଗାଣ ବନ୍ଦ ନେଇ ତାତିଲେ ଚାଷୀ, ଆନ୍ଦୋଳନ ସହ ରାସ୍ତା ଅବରୋଧ

10/11/2021 at 8:35 AM

କଳାହାଣ୍ଡି୧୦/୧୧: ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଳସ୍ତର କମିବା ନେଇ ବାମ କେନାଲରେ ଜଳ ଯୋଗାଣ ବନ୍ଦ ନେଇ ଚାଷୀ ଆନ୍ଦୋଳନ । ଗୁନଗୁନିଆ ଠାରେ ଚାଷୀଙ୍କ ରାସ୍ତା ଅବରୋଧ । ମୁଖିଗୁଡା ମୋଟେର ରାଜ୍ୟ ରାଜପଥ ଯାତାୟାତ ବାଧାପ୍ରାପ୍ତ ।

ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ପୁର୍ବ ଘୋଷଣା ଅନୁଯାୟୀ ଚଳିତ ବର୍ଷ ବାମ କେନାଲରେ ଆଖପାଖ ଅଞ୍ଚଳରେ ଅର୍ଥାତ କେବଳ ୭ କିମି ପର୍ଯ୍ୟନ୍ତ ଜଳ ଯୋଗାଣ ନିଷ୍ପତି ନିଆଯାଇଛି । ତେବେ ଏହାକୁ ବିରୋଧ କରିଛନ୍ତି ଗୁନଗୁନିଆ ଅଞ୍ଚଳର ଚାଷୀ । ଫଳରେ ପ୍ରାୟ ୧୩ ଗୋଟି ପଂଚାୟତ ଚାଷୀ କେନାଲ ଜଳଯୋଗାଣ ରୁ ବାଦ୍ ପଡିବେ ।

   Related Posts