Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ

6/12/2018 at 12:32 PM

ତାଳଚେର ୦୬|୧୨: ତାଳଚେରରେ ପୁଣି ମାଟି ଦବିବା ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ । ସହରର ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ତାଳଚେରବାସୀ । ତାଳଚେରବାସୀଙ୍କ ସୁରକ୍ଷା ଦାବି ସହ ବିଭିନ୍ନ ସ୍ଥାନରେ ଥିବା ଅଣ୍ଡରଗ୍ରାଉଣ୍ଡ ଖଣିରେ ବାଲି ଭର୍ତ୍ତି କରିବା ଦାବି ହେ।ଇଛି । ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ ସ୍ଥାନୀୟ ଲେ।କେ ।

ଗତକାଲି ସନ୍ଧ୍ୟାରେ ତାଳଚେର ଥାନା ସମ୍ମୁଖରେ ଥିବା ଶାନ୍ତି ବାଇଙ୍କ ଘର ଭିତରେ ହଠାତ୍ ପ୍ରାୟ ୫ ଫୁଟ ଲମ୍ବ ଓ ୬ ଫୁଟ ଓସାରର ମାଟି ଦବି ଯାଇଥିଲା । ଗାତଟି ଭିତରକୁ  ଓସାରିଆ ହେ।ଇ ଶାନ୍ତିଙ୍କ ପଡ଼େ।ଶୀଙ୍କ ଘର ଆଡକୁ ଲମ୍ବିଯାଇଥିଲା । ଖବର ପାଇ ସହରର ବିଭିନ୍ନ ଅଂଚଳରୁ ଲେ।କେ ଘଟଣାସ୍ଥଳରେ ପହଂଚିଯାଇଥିଲେ । ଏହାପରେ ଚାପା ଉତ୍ତେଜନା ଦେଖାଦେଇଥିଲା । ପେ।ଲିସ ପହଂଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ପୂର୍ବରୁ ଗତ ମାର୍ଚ୍ଚ ୨୦ ତାରିଖରେ ବାଇପାସ୍ ଟ୍ରାଫିକ ଛକରେ ଏଭଳି ଗାତ ସୃଷ୍ଟି ହେ।ଇଥିଲା ।  ସେହିଭଳି ୧୯୮୧ ମସିହା ନଭେମ୍ବର ୧୦ତାରିଖରେ ହାଟତେ।ଟା ରେଳ ଲାଇନ ପାଖ ଫଳ ବଜାର ନିକଟରେ ଅଧ ଏକର ଓସାରର ମାଟି ପ୍ରାୟ ତିରିଶ ଫୁଟ ତଳକୁ ଦବି ଯାଇଥିଲା । ଏପରି ବାରମ୍ବାର ମାଟି ଧସିବା ଯେ।ଗୁଁ ଆତଙ୍କିତ ହେ।ଇପଡିଛନ୍ତି ସ୍ଥାନୀୟ ଲେ।କେ ।

   Related Posts