Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆସିକା ଚିନିଶିଳ୍ପରେ ପୁଣି ଶ୍ରମିକ ଅଶାନ୍ତି, ସ୍ଥାୟୀ ନିଯୁକ୍ତି ଦାବିରେ ଶ୍ରମିକଙ୍କ ଧାରଣା

9/04/2021 at 4:16 PM

ସାନଖେମୁଣ୍ଡି ୯।୪: ଗଂଜାମ ଜିଲ୍ଲା ଆସିକା ଚିନିଶିଳ୍ପରେ ପୁଣି ଶ୍ରମିକ ଅଶାନ୍ତି ଦେଖାଦେଇଛି । ଏହି ଶିଳ୍ପର ବଟଲିଂ ପ୍ଲାଣ୍ଟରେ ବହୁ ବର୍ଷ ଧରି ମହିଳା-ପୁରୁଷ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ମଧ୍ୟ ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ କି ଇପିଏଫ ମଧ୍ୟ କଟାଯାଉନାହିଁ । ଏହାର ସମାଧାନ ପାଇଁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଶତାଧିକ ମହିଳା-ପୁରୁଷ ଶ୍ରମିକ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ।

   Related Posts