Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବେଆଇନ୍‌ ଭାବେ ବନ୍ଦ କରାଯାଇଥିବା ବିୟର ଫ୍ୟକ୍ଟ୍ରି ଖୋଲିବାକୁ ଦାବି, ଧାରଣାରେ ବସିଲେ ଛଟେଇ ଶ୍ରମିକ

1/11/2021 at 7:06 PM

ଜଗତସିଂହପୁର, ୦୧/୧୧: ପାରାଦୀପ୍ ଠାରେ ଥିବା ବିୟର୍ ଫ୍ୟାକ୍ଟରୀକୁ ତୁରନ୍ତ ଖୋଲାଯାଇ  ବେକାର ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବି ହୋଇଛି । ଏନେଇ ସିଟୁ ପକ୍ଷରୁ ତିନି ଦିନିଆ ଗଣ ଧାରଣା ଦିଆଯାଇଛି । ଆଜି ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଛଟେଇ ଶ୍ରମିକମାନେ ଧାରଣାରେ ବସିବା ସହ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ।

ପାରାଦୀପ ତାରେଣୀଗଡ଼ା ନିକଟରେ ଥିବା ସର୍ବ ପୁରାତନ ବିୟର୍ ଫ୍ୟାକ୍ଟ୍ରିକୁ ଗତ ମାର୍ଚ୍ଚ ୨୦୨୦ ଠାରୁ ବେଆଇନ ଭାବେ ବନ୍ଦ କରିଦିଆଯାଇଛି । ଫଳରେ ୧୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ଭୋକ ଉପାସରେ ହନ୍ତ ସନ୍ତ ହେଉଛନ୍ତି । ତୁରନ୍ତ କମ୍ପାନୀ ଖୋଲି ଘରେ ବସିଥିବା ଛଟେଇ ଶ୍ରମିକମାନଙ୍କୁ ନିଯୁକ୍ତି ଦିଆ ନଗଲେ ଆଗକୁ ଆହୁରି ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

   Related Posts