ବିଭିନ୍ନ ସ୍ଥାନରେ କ୍ୟାମ୍ପକୋର୍ଟକୁ ବିରୋଧ ,ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଓକିଲ
29/10/2018 at 5:26 PM

କାମାକ୍ଷାନଗର;୨୯/୧୦- ଵିଭିନ୍ନ ସ୍ଥାନରେ କ୍ୟାମ୍ପକୋର୍ଟକୁ ବିରୋଧ । କାମାକ୍ଷାନଗର ଜେଲ ଫାଟକରେ ତାଲା ପକାଇଦେଇଛନ୍ତି ଓକିଲ ସଂଘ । ଫାଟକରେ ତାଲା ପକାଇ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣରେ ବସିବେ ବୋଲି କହିଛନ୍ତି । ହାଇକୋର୍ଟଂକ ନିର୍ଦ୍ଦେଶରେ ଜେଲରେ କ୍ୟାମ୍ପ କରି ବେଲ୍ ଦେବାକୁ ବିରୋଧ କରାଯାଇଛି । ସେଇପରି କେଉଁଝର କୋର୍ଟରେ ମଧ୍ୟ ବିରୋଧ କରି ଧାରଣା ଦେଇଛନ୍ତି ।