Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ବିଭିନ୍ନ ସ୍ଥାନରେ କ୍ୟାମ୍ପକୋର୍ଟକୁ ବିରୋଧ ,ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଓକିଲ

29/10/2018 at 5:26 PM

କାମାକ୍ଷାନଗର;୨୯/୧୦- ଵିଭିନ୍ନ ସ୍ଥାନରେ କ୍ୟାମ୍ପକୋର୍ଟକୁ ବିରୋଧ । କାମାକ୍ଷାନଗର ଜେଲ ଫାଟକରେ ତାଲା ପକାଇଦେଇଛନ୍ତି ଓକିଲ ସଂଘ । ଫାଟକରେ ତାଲା ପକାଇ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣରେ ବସିବେ ବୋଲି କହିଛନ୍ତି । ହାଇକୋର୍ଟଂକ ନିର୍ଦ୍ଦେଶରେ ଜେଲରେ  କ୍ୟାମ୍ପ କରି ବେଲ୍ ଦେବାକୁ ବିରୋଧ କରାଯାଇଛି । ସେଇପରି କେଉଁଝର କୋର୍ଟରେ ମଧ୍ୟ ବିରୋଧ କରି ଧାରଣା ଦେଇଛନ୍ତି ।

   Related Posts