Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡିରେ ହଷ୍ଟେଲରେ ଛାତ୍ରୀକୁ ଦୁଷ୍କର୍ମ ମାମଲା ; ଅଭିଯୁକ୍ତର ଗିରଫ ଦାବିରେ ବିକ୍ଷେ।ଭ

21/12/2018 at 11:53 AM

କଳାହାଣ୍ଡି ୨୧|୧୨: କଳାହାଣ୍ଡି ଶିରିମସ୍କା ସ୍କୁଲ ହଷ୍ଟେଲରେ ଛାତ୍ରୀକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତର ଗିରଫ ଦାବିରେ ବିକ୍ଷେ।ଭ ପ୍ରଦର୍ଶନ କରାଯାଇଛି । ଅଭିଯୁକ୍ତ ଶିକ୍ଷକ ବାଳକୃଷ୍ଣ ମହାପାତ୍ରକୁ ଗିରଫ ଦାବିରେ ବିଭିନ୍ନ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ନେତୃତ୍ବରେ କଂଗ୍ରେସର ଏକ ଟିମ୍  ସ୍କୁଲ ପରିଦର୍ଶନ କରିଛନ୍ତି । ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଦାବି ସହ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରା ନଗଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

   Related Posts