Wednesday, January 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆରକ୍ଷଣ ବିରୋଧରେ ଭାରତ ବନ୍ଦ

ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି
ବିହାରରେ ହିଂସା ଦେଖିବାକୁ ମିଳିଛି
ପୋଲିସ ଉପରକୁ ପଥର ମାଡ କରିଛନ୍ତି ଆନ୍ଦୋଳନକାରୀ
ଏଥିରେ ୭ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି
ଏପଟେ କିନ୍ତୁ ଭାରତ ବନ୍ଦ ସମୟରେ କୌଣସି ହିଂସା ରୋକିବାକୁ ଆଲର୍ଟ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ
ଶିକ୍ଷା ଓ ନିଯୁକ୍ତିରେ ଜାତି ଭିତ୍ତିକ ଆରକ୍ଷଣକୁ ବିରୋଧ କରି ବିଭିନ୍ନ ସଂସ୍ଥା ବନ୍ଦ ଡାକରା ଦେଇଛନ୍ତି
ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ହେଉଛି
ବଲାଙ୍ଗୀରରେ ବନ୍ଦ ଡାକରା ଦେଇଛି Unity for equality ଯୁବକ ସଂଘ
ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା

349 Views

   You May Also Like