Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଆଇଟମ୍ ଗାର୍ଲ ରାଣୀ ପଣ୍ଡାଙ୍କ ଅର୍ଦ୍ଧନଗ୍ନ ନୃତ୍ୟକୁ ନେଇ ଭଦ୍ରକରେ ଲାଗିଲା ନିଆଁ… ଜାଣନ୍ତୁ ପୂରା ଘଟଣା

23/10/2019 at 5:39 PM

ଭଣ୍ଡାରିପୋଖରୀ ୨୩|୧୦: ରାଣୀ ପଣ୍ଡାଙ୍କୁ ବିରୋଧ । ଯାତ୍ରା ମଞ୍ଚରେ ନଗ୍ନ ନୃତ୍ୟ ପରିବେଷଣ ନକରିବା ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କାଲେ ବିଭିନ୍ନ ମହିଳା ସଂଘ । ଭଦ୍ରକ ଜିଲ୍ଲାରେ ଐତିହାସିକ କାଳୀପୂଜା ପାଇଁ ବିଭିନ୍ନ ଯାତ୍ରା ପାର୍ଟି ନିଜ ନିଜର ହୋଡିଙ୍ଗ ଲଗାଇସାରିଲେଣି । କିନ୍ତୁ କେତେକ ହୋର୍ଡିଙ୍ଗରେ ରାନୀ ପଣ୍ଡା ଙ୍କ ଅର୍ଦ୍ଧନଗ୍ନ ଫୋଟୋକୁ ନେଇ ଚର୍ଚ୍ଚା ଚାଲିଛି ।

ଭଦ୍ରକ ବାସୀଙ୍କ ଅନୁରୋଧ ପରେ ଜିଲ୍ଲାପ୍ରଶାସନ ହୋର୍ଡିଂ ହଟାଇଛି। ଏପେଟେ ଯାତ୍ରାରେ ରାନୀଙ୍କ ନଗ୍ନ ନୃତ୍ୟକୁ ବିରୋଧ କରି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଛି ନାରୀସୁରକ୍ଷା ପ୍ରଗତିମଞ୍ଚ ଓ ଅର୍ଧନାରୀ କିନ୍ନର ମହାସଂଘ । କାଳୀପୂଜା ବେଳେ ରାନୀ ପଣ୍ଡାଙ୍କ ନୃତ୍ୟ ପାଇଁ  ପାରମ୍ପରିକ ମାହୋଲରେ କଳଙ୍କ ଲାଗିବ ବୋଲି କହିଛନ୍ତି ।

ନାରୀର ସମ୍ମାନ ଓ କାଳୀପୂଜାର ଗୌରବ ବଜାୟ ରଖିବା ପାଇଁ ରାନୀ ପଣ୍ଡାଙ୍କୁ ବିରୋଧ କରାଯାଉଛି । ଯଦି ରାନୀପଣ୍ଡାଙ୍କୁ ନଗ୍ନ ନୃତ୍ୟ ପାଇଁ ସୁଯୋଗ ଦିଆଯାଏ ତେବେ ମହିଳାସଙ୍ଘ ତୀବ୍ର ବିରୋଧ କରିବା ବୋଲି ଚେତାବନୀ ଦେଇଛି । 

   Related Posts