Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବେଆଇନ ମଦ ବିକ୍ରିକୁ ନେଇ ସଭା ବସାଇଲେ ମହିଳା, ଜବତ କଲେ ୩ ବସ୍ତା ପାଉଚ

10/10/2021 at 10:20 PM

କଳାହାଣ୍ଡି, ୧୦।୧୦: ବେଆଇନ ମଦ ବିକ୍ରିକୁ ନେଇ ଗାଁରେ ସଭା ବସାଇଛନ୍ତି ମହିଳା । ବେଆଇନ ମଦ ବିକ୍ରି କରିବା ପାଇଁ  ଆସିଥିବା ତିନି ବସ୍ତା ମଦ ପାଉଚ ମହିଳା ଗୋଷ୍ଠୀଙ୍କ ଦ୍ଵାରା ଜବତ ହୋଇଛି । ବିକ୍ରି ପାଇଁ ଆଣୁଥିବା ମହିଳାଙ୍କୁ ଗ୍ରାମ ଭିତରେ ମହିଳାମାନେ ଘେରି ଯାଇଥିବା ଜଣାପଡ଼ିଛି ।

ଜୁନାଗଡ଼ ଥାନା କୁଲହାରୀ ଗାଁରେ ଏ ନେଇ ଉତ୍ତେଜନା ଦେଖାଦେଇଛି। ଗ୍ରାମସଭାରେ ବୃଦ୍ଧ ମହିଳାଙ୍କୁ ମଦ ବିକ୍ରି ବନ୍ଦ ପାଇଁ ଚେତାବନୀ ଦିଆଯାଇଛି । ମଦ ଯୋଗାଣ କରୁଥିବା ମଦଭାଟି ମ୍ୟାନେଜରକୁ ଗ୍ରାମସଭାରେ ହାଜିର୍ ହେବାକୁ ନେଇ ଅଡ଼ି ବସିଛନ୍ତି ମହିଳା।

   Related Posts