Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଏଠାରେ ଦେହ ବ୍ୟବସାୟ ଟଙ୍କା ଦେଇ ନୁହେଁ ଟଙ୍କା ନେଇ ହୋଇଥାଏ : ଜାଣନ୍ତୁ କେଉଁଠି

8/06/2019 at 4:35 PM

ଫ୍ରାନ୍ସରେ ବେଶ୍ୟାବୃତ୍ତି ଉପରେ ରୋକ ଲଗାଇବା ଉପରେ ସଂସଦରେ ଏକ ନୂଆ ଆଇନ ପାସ କରାଯାଇଛି। ଏହି ଆଇନ୍ ଅନୁସାରେ ଶାରିରୀକ ସମ୍ପର୍କ ପାଇଁ ଖର୍ଚ କରିବା ଉପରେ ରୋକ ଲଗାଯାଇଛି। ଏଠାକାର ନୂଆ ଆଇନ ଅନୁସାରେ ଯଦି କୈାଣସି ବ୍ୟକ୍ତି ଅନ୍ୟ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବାର ଦେଖାଯାଇଥାଏ ତେବେ ତାଙ୍କୁ ଦଣ୍ଡ ମିଳିବ।

ଏହି ବିଲ୍ ପାସ୍ ହେବା ପରେ ଯଦି କୈାଣସି ବ୍ୟକ୍ତି ସେକ୍ସ ପରେ ଟଙ୍କା ଦେଉଥିବାବେଳେ ଧରା ପଡ଼ିଥାଏ ତେବେ ସେହି   ଗ୍ରାହକଙ୍କୁ ୧୫୦୦ୟୁରୋ ଅର୍ଥାତ୍ ଭାରତୀୟ ଟଙ୍କା ହିସାବରେ ପାଖାପାଖି ୧ଲକ୍ଷ ୧୪ହଜାର ଟଙ୍କା ଜୋରିମାନା ଭରିବାକୁ ପଡ଼ିବ। ଯାହା ପରେ ଏହାକୁ ବଢ଼ାଇ ୩୭୫୦ୟୁରୋ ଅର୍ଥାତ୍ ଦୁଇ ଲକ୍ଷ ୮୪ହଜାର ଟଙ୍କା କରି ଦିଆଯିବ।

   Related Posts