ଧାମରାରେ ବାଣିଜ୍ୟିକ ବିମାନବନ୍ଦର ପାଇଁ ନିଷ୍ପତ୍ତି

Published By : Prameya-News7 Bureau | September 11, 2018 IST

ଭଦ୍ରକ ୧୧/୦୯: ଧାମରାରେ ବାଣିଜ୍ୟିକ ବିମାନବନ୍ଦର ପାଇଁ ନିଷ୍ପତ୍ତି । ଉଚ୍ଚସ୍ତରୀୟ ବୈଠକରେ ନୀତିଗତ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଶିଳ୍ପାଞ୍ଚଳ ପାଇଁ ୫୦୦ ଏକର ଜମି ଏବଂ ଏୟାରପୋର୍ଟ ପାଇଁ ୪୪୪ ଏକର ଜମି ଚିହ୍ନଟ ହୋଇଛି । ଜମି ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.