Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧାମରାରେ ବାଣିଜ୍ୟିକ ବିମାନବନ୍ଦର ପାଇଁ ନିଷ୍ପତ୍ତି

11/09/2018 at 9:42 PM

ଭଦ୍ରକ ୧୧/୦୯: ଧାମରାରେ ବାଣିଜ୍ୟିକ ବିମାନବନ୍ଦର ପାଇଁ ନିଷ୍ପତ୍ତି । ଉଚ୍ଚସ୍ତରୀୟ ବୈଠକରେ ନୀତିଗତ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଶିଳ୍ପାଞ୍ଚଳ ପାଇଁ ୫୦୦ ଏକର ଜମି ଏବଂ ଏୟାରପୋର୍ଟ ପାଇଁ ୪୪୪ ଏକର ଜମି ଚିହ୍ନଟ ହୋଇଛି । ଜମି ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

   Related Posts