Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ପରୀକ୍ଷାରେ ପାସ୍ କରିବା ପାଇଁ ଛାତ୍ରୀମାନଙ୍କ ସହ ଯାହା କରୁଥିଲେ ପ୍ରଫେସର ,ଜାଣିଲେ ରକ୍ତ ଗରମ ହୋଇଯିବ

4/06/2019 at 12:37 PM

ଚଣ୍ଡିଗଡ଼ ୪/୬: ହରିୟାଣାର ସରକାରୀ କଲେଜରେ ଛାତ୍ରୀଙ୍କ ସହ ଯୈାନ ଶୋଷଣର ମାମଲା ସାମନାକୁ ଆସିଛି। ଫରିଦାବାଦ ଜିଲ୍ଲାର ରାଜକୀୟ ମହା ବିଦ୍ୟାଳୟରେ ଏପରି ଅଭିଯୋଗ ସାମନାକୁ ଆସିବା ପରେ ଜଣେ ପ୍ରଫେସର ଏବଂ ଅନ୍ୟ ୨କର୍ମଚାରୀଙ୍କୁ ନିଲମ୍ବନ କରି ଦିଆଯାଇଛି। ଅଭିଯୁକ୍ତ ଛାତ୍ରୀଙ୍କୁ ପରୀକ୍ଷାରେ ପାସ୍ କରାଇବାକୁ ପ୍ରଲୋଭିତ କରୁଥିଲେ।

ସୂଚନା ଅନୁଯାୟୀ,ଅଭିଯୋଗ ପରେ ହରିୟାଣାର ମହିଳା କମିଶନର ଗୋଟିଏ ଟିମ୍ ଏହି କଲେଜକୁ ଆସିଥିଲେ। କମିଶନର ଟିମଙ୍କ କହିବାନୁସାରେ ଏପରି ମାମଲାରୁ ଅଡ଼ିବା ପାଇଁ ଆନ୍ତରିକ ଅଭିଯୋଗ ସମିତି ସକ୍ରିୟ ନାହିଁ। କଲେଜର ଜଣେ ଛାତ୍ରୀ ଅଭିଯୋଗ କରିଥିଲେ ଯେ ପରୀକ୍ଷାରେ ପାସ୍ କରାଇବା ପାଇଁ କଲେଜର ଜଣେ ଆସୋସିଏଟ ପ୍ରଫେସର,ଲ୍ୟାବ୍ ଆଟେଣ୍ଡାଣ୍ଟ ଛାତ୍ରୀମାନଙ୍କୁ ଯୈାନ ଶୋଷଣ କରୁଥିଲେ।

   Related Posts