ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନେଲେ ପ୍ରଫେସର ହରିହର ହୋତା

Published By : Prameya-News7 Bureau | October 03, 2019 IST

ପୁରୀ ।୧୦: ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ହରିହର ହୋତା ଦାୟିତ୍ବ ଗ୍ରହଣ କରିଛନ୍ତି । ଆଜି ନୂତନ କୁଳପତିଙ୍କୁ ବିଶ୍ବବିଦ୍ୟାଳୟର ଅଧିକାରୀ ଓ କର୍ମଚାରୀ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟର ସଂସ୍କୃତ ବିଶ୍ବବିଦ୍ୟାଳୟକୁ ବିଶ୍ବ ଐତିହ୍ୟ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଥିଲେ। ବିଶ୍ବବିଦ୍ୟାଳୟରେ ଥିବା ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ସେ ପଦକ୍ଷେପ ନେବେ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.